ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ ଇଂରାଜୀ ୨୨ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୦୨.୫୬ ଗତେ ୨ୟା । ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୧୧.୨୪ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୨.୫୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୩୯ ରୁ ୦୭.୦୯
Also Read
ଦିବା – ୦୮.୫୧ ରୁ ୧୧.୧୫
ରାତ୍ରି – ୦୮.୦୩ ରୁ ୧୦.୦୯
ରାତ୍ରି – ୦୨.୨୭ ରୁ ୦୩.୧୫
ଅଶୁଭ ସମୟ –
ରାହୁକାଳ – ପ୍ରାତଃ ୦୭.୦୯ ରୁ ୦୮.୩୯
କାଳବେଳା – ପ୍ରାତଃ ୦୭.୦୯ ରୁ ୦୮.୩୯
ବାରବେଳା- ଦିବା ୦୨.୩୯ ରୁ ୦୪.୦୯
କାଳରାତ୍ରି – ରାତ୍ରି ୧୦.୦୯ ରୁ ୧୧.୩୯