ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ରାତ୍ରି ୧୨.୧୭ ଗତେ ସିଂହ । ତିଥି – ୧୪ଶୀ ଦିବା ୧୧.୫୬ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ରାତ୍ରି ୧୨.୧୭ ଗତେ କର୍କଟ ଓ ମକର ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ-
ପ୍ରାତଃ – ୦୫.୩୨ ରୁ ୦୬.୨୨
Also Read
ପ୍ରାତଃ – ୦୭.୧୨ ରୁ ୦୮.୪୦
ଦିବା – ୧୨.୧୪ ରୁ ୦୨.୪୫
ଦିବା – ୦୪.୨୫ ରୁ ୦୬.୦୬
ରାତ୍ରି – ୦୭.୩୭ ରୁ ୦୮.୫୮
ରାତ୍ରି – ୦୧.୪୩ ରୁ ୦୪.୦୧
ଅଶୁଭ ସମୟ –
ରାହୁକାଳ – ଦିବା ୧୦.୧୫ ରୁ ୧୧.୪୯
କାଳବେଳା – ଦିବା ୧୦.୧୫ ରୁ ୧୧.୪୯
ବାରବେଳା- ଦିବା ୦୮.୪୦ ରୁ ୧୦.୧୫
କାଳରାତ୍ରି- ରାତ୍ରି ୦୮.୫୮ ରୁ ୧୦.୨୩