ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୩.୫୮ ଗତେ କନ୍ୟା । ତିଥି – ଅମାବାସ୍ୟା ରାତ୍ରି ୦୧.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୦୩.୫୮ ଗତେ ବୃଷ ରାଶିର । ଘାତବାର – ମେଷ ରାଶିର ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୯.୩୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
Credit: OTV
Panchang
ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୩.୫୮ ଗତେ କନ୍ୟା । ତିଥି – ଅମାବାସ୍ୟା ରାତ୍ରି ୦୧.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୦୩.୫୮ ଗତେ ବୃଷ ରାଶିର । ଘାତବାର – ମେଷ ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୯.୩୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
Also Read
ପ୍ରାତଃ – ୦୬.୨୬ ରୁ ୦୮.୫୧
ଦିବା – ୦୧.୦୯ ରୁ ୦୩.୧୬
ଦିବା – ୦୪.୦୪ ରୁ ୦୪.୧୦
ରାତ୍ରି – ୦୮.୦୪ ରୁ ୦୯.୩୯
ରାତ୍ରି – ୧୨.୦୩ ରୁ ୦୧.୦୯
ରାତ୍ରି – ୦୨.୩୯ ରୁ ୦୫.୩୯
ଅଶୁଭ ସମୟ –
ରାହୁକାଳ – ଦିବା ୦୪.୧୦ ରୁ ୦୫.୪୦
କାଳବେଳା – ଦିବା ୧୧.୩୯ ରୁ ୦୧.୦୯
ବାରବେଳା- ଦିବା ୧୦.୦୯ ରୁ ୧୧.୩୯
କାଳରାତ୍ରି – ରାତ୍ରି ୦୧.୦୯ ରୁ ୦୨.୩୯





