Today Panchang 21st August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-21st-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….
  • Home
  • News
  • Astrology
  • Today Panchang 21st August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୩ଶୀ ଦିବା ୧୨.୪୫ ଗତେ ୧୪ଶୀ । ଘାତଚନ୍ଦ୍ର- ନସ୍ତି । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ନାସ୍ତି ।

Deepak Acharya

  • Published: Thursday, 21 August 2025
  • Last updated: 21 August 2025, 07:36 AM IST

PanchangCredit: OTV

Panchang

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୩ଶୀ ଦିବା ୧୨.୪୫ ଗତେ ୧୪ଶୀ । ଘାତଚନ୍ଦ୍ର- ନସ୍ତି । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ-

ପ୍ରାତଃ – ୦୫.୩୨ ରୁ ୦୭.୧୨

Also Read

ଦିବା – ୧୦.୩୪ ରୁ ୦୧.୦୫
ରାତ୍ରି – ୦୨.୨୯ ରୁ ୦୩.୧୫

ଅଶୁଭ ସମୟ – 

ରାହୁକାଳ – ଦିବା ୦୧.୨୪ ରୁ ୦୨.୫୮
କାଳବେଳା – ଦିବା ୦୨.୫୮ ରୁ ୦୪.୩୨
ବାରବେଳା- ଦିବା ୦୪.୩୨ ରୁ ୦୬.୦୭
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୫

ଓଟିଭି ହ୍ଵାଟ୍ସଅପ

Top stories

Jobs

Copyright © 2025 – Odisha Television Limited All Rights Reserved.

Scroll to Top