ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୫ ଗତେ କର୍କଟ । ତିଥି – ୧୨ଶୀ ଦିବା ୦୧.୫୮ ଗତେ ୧୩ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୫ ପର୍ଯ୍ୟନ୍ତ । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୫୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୨୭ ପର୍ଯ୍ୟନ୍ତ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୩୧ ରୁ ୦୭.୧୨
Also Read
ଦିବା – ୧୦.୧୫ ରୁ ୧୧.୨୪
ଦିବା – ୦୧.୫୫ ରୁ ୦୫.୧୭
ସନ୍ଧ୍ୟା – ୦୬.୫୩ ରୁ ୧୦.୪୧
ରାତ୍ରି – ୦୧.୪୪ ରୁ ୦୨.୪୧
ରାତ୍ରି – ୦୪.୦୬ ରୁ ୦୫.୩୨
ଅଶୁଭ ସମୟ –
ରାହୁକାଳ – ଦିବା ୧୧.୪୯ ରୁ ୦୧.୨୪
କାଳବେଳା – ଦିବା ୦୮.୪୦ ରୁ ୧୦.୧୫
ବାରବେଳା- ଦିବା ୧୧.୪୯ ରୁ ୦୧.୨୪
କାଳରାତ୍ରି- ରାତ୍ରି ୦୨.୪୧ ରୁ ୦୪.୦୬