Today Panchang 19th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-19th-september-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୦୬ ଗତେ ସିଂହ । ତିଥି – ୧୩ଶୀ ରାତ୍ରି ୧୧.୩୭ ଗତେ ୧୪ଶୀ । ଘାତଚନ୍ଦ୍ର – ପ୍ରାତଃ ୦୭.୦୬ ଗତେ କର୍କଟ ଓ ମକର ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।

Deepak Acharya

  • Published: Friday, 19 September 2025
  • Last updated: 19 September 2025, 07:57 AM IST

PanchangCredit: OTV

Panchang

ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୦୬ ଗତେ ସିଂହ । ତିଥି – ୧୩ଶୀ ରାତ୍ରି ୧୧.୩୭ ଗତେ ୧୪ଶୀ । ଘାତଚନ୍ଦ୍ର – ପ୍ରାତଃ ୦୭.୦୬ ଗତେ କର୍କଟ ଓ ମକର ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ-

ପ୍ରାତଃ – ୦୫.୩୮ ରୁ ୦୬.୨୬

Also Read

ପ୍ରାତଃ – ୦୭.୧୪ ରୁ ୦୮.୩୯

ଦିବା – ୧୨.୦୪ ରୁ ୦୩.୧୭

ଦିବା – ୦୪.୦୫ ରୁ ୦୫.୪୨

ସନ୍ଧ୍ୟା – ୦୬.୨୯ ରୁ ୦୮.୪୧

ରାତ୍ରି – ୧୨.୦୪ ରୁ ୦୧.୩୯

ରାତ୍ରି – ୦୨.୨୭ ରୁ ୦୪.୦୩

ଅଶୁଭ ସମୟ –

ରାହୁକାଳ – ଦିବା ୧୦.୦୯ ରୁ ୧୧.୪୦

କାଳବେଳା – ଦିବା ୧୦.୦୯ ରୁ ୧୧.୪୦

ବାରବେଳା- ଦିବା ୦୮.୩୯ ରୁ ୧୦.୦୯

କାଳରାତ୍ରି – ରାତ୍ରି ୦୮.୪୧ ରୁ ୧୦.୧୦

ଓଟିଭି ବିଜ୍ଞାପନ

Scroll to Top