Today Panchang 19th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-19th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୩.୩୨ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର –  ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୩.୩୨ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୦୮ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ।

Deepak Acharya

  • Published: Tuesday, 19 August 2025
  • Last updated: 19 August 2025, 08:28 AM IST

PanchangCredit: OTV

Panchang

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୩.୩୨ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର –  ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୩.୩୨ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୦୮ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

ଦିବା – ୦୮.୪୦ ରୁ ୧୦.୩୪

Also Read

ଦିବା – ୦୧.୦୫ ରୁ ୦୧.୨୪
ଦିବା – ୦୪.୩୪ ରୁ ୦୫.୧୮
ସନ୍ଧ୍ୟା – ୦୬.୦୮ ରୁ ୦୬.୫୪
ରାତ୍ରି – ୦୯.୧୦ ରୁ ୧୧.୨୭
ରାତ୍ରି – ୦୧.୪୪ ରୁ ୦୩.୧୫

ଅଶୁଭ ସମୟ – 

ରାହୁକାଳ – ଦିବା ୦୨.୫୯ ରୁ ୦୪.୩୪
କାଳବେଳା – ଦିବା ୦୧.୨୪ ରୁ ୦୨.୫୯
ବାରବେଳା- ପ୍ରାତଃ ୦୭.୦୬ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୩୪ ରୁ ୦୮.୫୯

ଓଟିଭି ହ୍ଵାଟ୍ସଅପ

Scroll to Top