Today Panchang 18th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-18th-september-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୨ଶୀ ରାତ୍ରି ୧୧.୨୪ ଗତେ ୧୩ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୨୪ ।

ଶୁଭ ସମୟ-

ପ୍ରାତଃ – ୦୫.୩୮ ରୁ ୦୭.୧୪

Also Read

ସନ୍ଧ୍ୟା – ୦୬.୩୦ ରୁ ୦୯.୪୧
ରାତ୍ରି – ୦୧.୧୦ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୮
ଅଶୁଭ ସମୟ – 
ରାହୁକାଳ – ଦିବା ୦୧.୧୧ ରୁ ୦୨.୪୧
କାଳବେଳା – ଦିବା ୦୨.୪୧ ରୁ ୦୪.୧୨
ବାରବେଳା- ଦିବା ୦୪.୧୨ ରୁ ୦୫.୪୩
କାଳରାତ୍ରି – ରାତ୍ରି ୧୧.୪୦ ରୁ ୦୧.୧୦

Scroll to Top