Today Panchang 16th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-16th-september-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୨.୨୯ ଗତେ କର୍କଟ । ତିଥି – ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୧୨.୨୯ ପର୍ଯ୍ୟନ୍ତ । ଘାତବାର –  ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୪୬ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Deepak Acharya

  • Published: Tuesday, 16 September 2025
  • Last updated: 16 September 2025, 07:56 AM IST

PanchangCredit: OTV

Panchang

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୨.୨୯ ଗତେ କର୍କଟ । ତିଥି – ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୧୨.୨୯ ପର୍ଯ୍ୟନ୍ତ । ଘାତବାର –  ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୪୬ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-

ପ୍ରାତଃ – ୦୫.୩୭ ରୁ ୦୬.୨୬

Also Read

ଦିବା – ୦୮.୩୯ ରୁ ୧୧.୧୭
ସନ୍ଧ୍ୟା – ୦୫.୪୪ ରୁ ୦୭.୧୪
ରାତ୍ରି – ୦୮.୪୩ ରୁ ୦୮.୫୫
ରାତ୍ରି – ୦୯.୪୨ ରୁ ୧୨.୦୫
ରାତ୍ରି – ୦୧.୪୦ ରୁ ୦୩.୧୫
ରାତ୍ରି – ୦୪.୦୨ ରୁ ୦୫.୩୮
ଅଶୁଭ ସମୟ – 
ରାହୁକାଳ – ଦିବା ୦୨.୪୩ ରୁ ୦୪.୧୪
କାଳବେଳା – ଦିବା ୦୧.୧୨ ରୁ ୦୨.୪୩
ବାରବେଳା- ପ୍ରାତଃ ୦୭.୦୮ ରୁ ୦୮.୩୯
କାଳରାତ୍ରି- ସନ୍ଧ୍ୟା ୦୭.୧୪ ରୁ ୦୮.୪୩

ଓଟିଭି ବିଜ୍ଞାପନ

Scroll to Top