ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ଶନିବାର । ଚନ୍ଦ୍ର- ମେଷ ଦିବା ୧୧.୪୩ ଗତେ ବୃଷ । ତିଥି – ୮ମୀ ରାତ୍ରି ୦୯.୩୪ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ଦିବା ୧୧.୪୩ ଗତେ ବିଛା ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରତଃ ୦୬.୦୫ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୮ ଗତେ ୧ପାଦ-କୃଷିହାନି-ଭୂମିଦାନ ।
Credit: OTV
Panchang

ଶୁଭ ସମୟ-
ଦିବା – ୧୦.୧୫ ରୁ ୦୧.୦୬
Also Read
ରାତ୍ରି – ୦୮.୦୬ ରୁ ୧୦.୪୨
ରାତ୍ରି – ୧୨.୧୩ ରୁ ୦୧.୪୪
ରାତ୍ରି – ୦୨.୨୯ ରୁ ୦୪.୦୦
ଅଶୁଭ ସମୟ –
ରାହୁକାଳ – ଦିବା ୦୮.୪୦ ରୁ ୧୦.୧୫
କାଳବେଳା – ପ୍ରାତଃ ୦୫.୩୦ ରୁ ୦୭.୦୫ ଓ ଦିବା ୦୪.୩୫ ରୁ ୦୬.୧୦
ବାରବେଳା- ଦିବା ୦୧.୨୫ ରୁ ୦୩.୦୦
କାଳରାତ୍ରି- ସନ୍ଧ୍ୟା ୦୬.୧୦ ରୁ ୦୭.୩୫ ଓ ରାତ୍ରି ୦୪.୦୬ ରୁ ୦୫.୩୧