ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୧୦ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୨.୧୦ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ ଦିବା ୧୨.୧୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Credit: OTV
Panchang

ଶୁଭ ସମୟ-
ପ୍ରାତଃ – ୦୫.୨୯ ରୁ ୦୯.୪୪
Also Read
ଦିବା – ୦୧.୨୭ ରୁ ୦୧.୫୯
ସନ୍ଧ୍ୟା – ୦୬.୫୯ ରୁ ୦୯.୧୪
ରାତ୍ରି – ୧୨.୧୪ ରୁ ୦୧.୧୬
ରାତ୍ରି – ୦୨.୪୦ ରୁ ୦୩.୧୪
ଅଶୁଭ ସମୟ –
ରାହୁକାଳ – ଦିବା ୦୪.୩୯ ରୁ ୦୬.୧୪
କାଳବେଳା – ଦିବା ୧୧.୫୧ ରୁ ୦୧.୨୭
ବାରବେଳା- ଦିବା ୧୦.୧୬ ରୁ ୧୧.୫୧
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୪୦