କୋରାପୁଟ-ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣା-କୋରାପୁଟ ଅପ୍ ଓ ଡାଉନ୍ ଟ୍ରେନ୍, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସର ଅପ୍ ଓ ଡାଉନ୍ ବାତିଲ ହୋଇଛି।
![]()
/odishatv-khabar/media/media_files/2025/10/28/cyclone_train-cancel-2025-10-28-09-39-14.jpg)
cyclone_train-cancel Photograph: (OTV)
‘ମୋନ୍ଥା’ ପାଇଁ ୩୨ ଟ୍ରେନ୍ ବାତିଲ। ୩୨ ଟ୍ରେନ୍ ବାତିଲ ନେଇ ସୂଚନା ଦେଇଛି ପୂର୍ବତଟ ରେଲୱେ।ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ। ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ ହୋଇଛି।
ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା କୋରାପୁଟ-ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣା-କୋରାପୁଟ ଅପ୍ ଓ ଡାଉନ୍ ଟ୍ରେନ୍, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସର ଅପ୍ ଓ ଡାଉନ୍, କଟକ-ଗୁଣୁପୁର ଓ ଗୁଣୁପୁର-କଟକ ମେମୁ, ବ୍ରହ୍ମପୁରରୁ ବିଶାଖାପାଟଣା ଅପ୍ ଓ ଡାଉନ୍ ପାସେଞ୍ଜର, ବିଶାଖାପାଟଣା-ଗୁଣୁପୁର ଅପ୍ ଓ ଡାଉନ୍ ପାସେଞ୍ଜର, ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତୀ ଏକ୍ସପ୍ରେସ, ଭୁବନେଶ୍ବର-ସିକନ୍ଦରାବାଦ୍ ବିଶାଖା, ଭୁବନେଶ୍ବର-ପୁଡ଼ୁଚେରୀ ସାପ୍ତାହିକ ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିପରି ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସକୁ ଟିଟିଲାଗଡ଼ ଜଙ୍କସନରୁ ଡାଇଭର୍ଟ କରି ରାୟପୁର-ନାଗପୁର ଦେଇ ଯିବ।
• ‘ମୋନ୍ଥା’ ପାଇଁ ୩୨ ଟ୍ରେନ୍ ବାତିଲ
• ୩୨ ଟ୍ରେନ୍ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ
• ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ
• ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ
• କୋରାପୁଟ-ବିଶାଖାପାଟଣା ପାସେଞ୍ଜର ବାତିଲ
• ବିଶାଖାପାଟଣା-କୋରାପୁଟ ଅପ୍ ଓ ଡାଉନ୍ ଟ୍ରେନ୍ ବାତିଲ
• ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସର ଅପ୍ ଓ ଡାଉନ୍ ବାତିଲ
• କଟକ-ଗୁଣୁପୁର ଓ ଗୁଣୁପୁର-କଟକ ମେମୁ ବାତିଲ
• ବ୍ରହ୍ମପୁରରୁ ବିଶାଖାପାଟଣା ଅପ୍ ଓ ଡାଉନ୍ ପାସେଞ୍ଜର ବାତିଲ
• ବିଶାଖାପାଟଣା-ଗୁଣୁପୁର ଅପ୍ ଓ ଡାଉନ୍ ପାସେଞ୍ଜର ବାତିଲ
• ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତୀ ଏକ୍ସପ୍ରେସ୍ ବାତିଲ
• ଭୁବନେଶ୍ବର-ସିକନ୍ଦରାବାଦ୍ ବିଶାଖା ଏକ୍ସପ୍ରେସ୍ ବାତିଲ
• ଭୁବନେଶ୍ବର-ପୁଡ଼ୁଚେରୀ ସାପ୍ତାହିକ ଏକ୍ସପ୍ରେସ ବାତିଲ




