Subhadra Yojana: ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ

subhadra-yojana:-ସୁଭଦ୍ରା-ହିତାଧିକାରୀଙ୍କୁ-ମିଳିବ-ପେନସନ

୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି। MBPY ଓ NSAPରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ୍ କରିବାକୁ ଚିଠି ଲେଖିଛି ସାମଜିକ ସୁରକ୍ଷା ବିଭାଗ।

Chinmayee Sahoo

  • Published: Thursday, 18 September 2025
  • Last updated: 18 September 2025, 11:14 AM IST

Subhadra YojanaCredit: OTV

ସୁଭଦ୍ରା

୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ।

୬୦ ବର୍ଷ ବୟସ ପରେ MBPY/NSAP ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ। ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀ ସିଧାସଳଖ MBPY/NSAPରେ ଆସିବେ ନାହିଁ । ସେମାନେ ୬୦ ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି ।

ଅଧିକ ପଢନ୍ତୁ: ରାଜଧାନୀର ଲେଡି କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ମାମଲା; ବିସ୍ତୃତ ଗୁମର ଖୋଲିବ କମିଶନରେଟ୍ ପୋଲିସ

Also Read

ଓଟିଭି ବିଜ୍ଞାପନ

Scroll to Top