ସେପଟମ୍ବର ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲି୍ଆ , ଉତ୍ତର ଆମେରିକା ,ଉତ୍ତର ଦକ୍ଷିଣ ଆମେରିକାରେ ଦେଖାଯିବ। ଓଡିଶାରେ କି ଭାରତରେ ଏହା ଦେଖିବାକୁ ମିଳିବନାହିଁ ।
Credit: OTV
Solar Eclipse 2025
୨୧ ସେପେଟମ୍ବର ୨୦୨୫ ଦିନ ଟି ହେବ ଏକ ବିଶେଷ ଦିନ ,ଯେଉଁଦିନ ସୂର୍ଯ୍ୟ ଲୁଚିଯିବେ ଚନ୍ଦ୍ର ପଛରେ । ଏହା ହେଉଛି ଆଂଶିକ ସୂର୍ଯ୍ୟପରାଗ । ଯାହାର ତୀବ୍ରତା ୦.୮୫୫ ହେବ । ସେପଟମ୍ବର ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲି୍ଆ , ଉତ୍ତର ଆମେରିକା ,ଉତ୍ତର ଦକ୍ଷିଣ ଆମେରିକାରେ ଦେଖାଯିବ। ଓଡିଶାରେ କି ଭାରତରେ ଏହା ଦେଖିବାକୁ ମିଳିବନାହିଁ । କିନ୍ତୁ ରବିବାର ହେବାକୁ ଥିବା ଗ୍ରହଣ ଦେଖିବା ଅତ୍ୟନ୍ତ ଭଲ । ଏଥିରେ ଚନ୍ଦ୍ର ପୁରା ସୂର୍ଯ୍ୟକୁ ଲୁଚାଇବ ନାହିଁ ,ଏକ ଆଙ୍ଗୁଳିକାର ଆକୃତିର ତିଆରି ହେବ ଯାହାକୁ ରିଙ୍ଗ୍ ଅଫ୍ ଫାୟାର କୁହାଯିବ ।
ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତି କରେ ସେତେବେଳେ ଏକ ସୂର୍ଯ୍ୟଗ୍ରହଣ ହୋଇଥାଏ, ଯାହା ସୂର୍ଯ୍ୟର ପ୍ରତିଛବିକୁ ସମ୍ପୁଣ୍ଣ କିମ୍ବା ଆଂଶିକ ଭାବରେ ଅସ୍ପଷ୍ଟ କରିଦିଏ । ତେବେ ସୂର୍ଯ୍ୟପରାଗ ହେଲେ କେଉଁ ରାଶି ଉପରେ ଏହାର ପ୍ରଭାବ ପଡିବ ? ଜ୍ୟୋତିଷଙ୍କ ମତରେ ମେଷ ରାଶି, ସିଂହ ରାଶିଙ୍କ ଉପରେ ଏହା ଭଲ ପ୍ରଭାବ ପଡିବା
ଭିଡିଓ ଦେଖିବା ପାଇଁ କ୍ଲିକ କରନ୍ତୁ





