Shree Mandira: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ଅଶୁଭ ସଙ୍କେତ ବୋଲି କହୁଛନ୍ତି ସେବାୟତ

shree-mandira:-ଶ୍ରୀମନ୍ଦିର-ନୀଳଚକ୍ର-ଉପରେ-ବସିଲା-ଚିଲ,-ଅଶୁଭ-ସଙ୍କେତ-ବୋଲି-କହୁଛନ୍ତି-ସେବାୟତ

Published By: Ruby – Prameya-News7 Bureau | March 30, 2026 12:22 PM

NEWS7

Shree Mandira

ପୁରୀ ୩୦।୩: ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଲାଗି ରହିଛି । ନୀଳଚକ୍ର ଉପରେ ଚିଲ ବସିଲେ ଏହା ଅଶୁଭ ବୋଲି ମଧ୍ୟ ଅନେକ ସେବାୟତ ମତ ରଖିଛନ୍ତି ।

Scroll to Top