Published By: Kirti – Prameya-News7 Bureau | March 16, 2026 07:59 AM
NEWS7
ଭୁବନେଶ୍ୱର ୧୬।୦୩ : ଏସିସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା। ଘଟଣାସ୍ଥଳ ପରିଦର୍ଶନ କରି ମୃତାହତ ପରିବାର ପ୍ରତି ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇବା ସହ ଉତ୍ତମ ଚିକିତ୍ସା ଲାଗି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପୁରା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ
Tags: prameyanews7 CMO CM Mohan Majhi




