SCB କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା, ଚାଲିଗଲା ଆଉ ଜଣଙ୍କର ଜୀବନ !

scb-କାଜୁଆଲିଟିରେ-ଅଗ୍ନିକାଣ୍ଡ-ଘଟଣା,-ଚାଲିଗଲା-ଆଉ-ଜଣଙ୍କର-ଜୀବନ-!

କଟକ ୧୭।୦୩ : ଏସସିବି କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଅନୁଗୁଳ ବଅଁରପାଳର ସୁମନ କୁମାର ସାହୁଙ୍କ ବୋଲି ସୂଚନା ରହିଛି।

Scroll to Top