SCBରେ ବଡ଼ ପରିବର୍ତ୍ତନ, ବଦଳିଲେ ଡିନ୍ ଓ ଅଧ୍ୟକ୍ଷା; ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ଵ

scbରେ-ବଡ଼-ପରିବର୍ତ୍ତନ,-ବଦଳିଲେ-ଡିନ୍-ଓ-ଅଧ୍ୟକ୍ଷା;-ଜାଣନ୍ତୁ-କାହାକୁ-ମିଳିଲା-ଦାୟିତ୍ଵ

କଟକ ଏସସିବି ମେଡିକାଲରେ ବଡ଼ ଧରଣର ପରିବର୍ତ୍ତନ। ବଦଳିଲେ ଏସସିବି ମେଡିକାଲ କଲେଜ ଡିନ ଓ ମେଡିକାଲ୍ ଅଧୀକ୍ଷକ। ପ୍ରତିଭା ପଣ୍ଡା ଏସସିବିର ଡିନ୍ ଏବଂ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିଭା ପଣ୍ଡା ବର୍ତ୍ତମାନ ବାରିପଦା ପିଆରଏମ ମେଡିକାଲ୍ କଲେଜ୍ ଡିନ, ଅଧ୍ୟକ୍ଷା ଭାବେ କାର୍ଯ୍ୟରତ। ଅନ୍ୟପଟେ ଏସସିବି ଡିନ୍ ଓ ଅଧ୍ୟକ୍ଷା ଦାୟିତ୍ଵରେ ଥିବା ଲୁସି ଦାସ ପଦରୁ ହଟିଛନ୍ତି।

Published By: Deepak – Prameya-News7 Bureau | March 22, 2026 10:50 PM

NEWS7

SCB Medical College Reshuffle

କଟକ: କଟକ ଏସସିବି ମେଡିକାଲରେ ବଡ଼ ଧରଣର ପରିବର୍ତ୍ତନ। ବଦଳିଲେ ଏସସିବି ମେଡିକାଲ କଲେଜ ଡିନ ଓ ମେଡିକାଲ୍ ଅଧୀକ୍ଷକ। ପ୍ରତିଭା ପଣ୍ଡା ଏସସିବିର ଡିନ୍ ଏବଂ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିଭା ପଣ୍ଡା ବର୍ତ୍ତମାନ ବାରିପଦା ପିଆରଏମ ମେଡିକାଲ୍ କଲେଜ୍ ଡିନ, ଅଧ୍ୟକ୍ଷା ଭାବେ କାର୍ଯ୍ୟରତ। ଅନ୍ୟପଟେ ଏସସିବି ଡିନ୍ ଓ ଅଧ୍ୟକ୍ଷା ଦାୟିତ୍ଵରେ ଥିବା ଲୁସି ଦାସ ପଦରୁ ହଟିଛନ୍ତି। ନିର୍ମଳ ମହାପାତ୍ରଙ୍କୁ ପିଆରଏମ ମେଡିକାଲ୍ ଡିନ୍, ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଜ୍ୟୋତିଷ ଚନ୍ଦ୍ର ଚୌଧୁରି ଏସସିବି ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି। ଏ ନେଇ ରବିବାର ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Updating…

Scroll to Top