Rescued: ସମୁଦ୍ରରୁ ଛାଣି ଆଣିଲେ ପର୍ଯ୍ୟଟକଙ୍କୁ

rescued:-ସମୁଦ୍ରରୁ-ଛାଣି-ଆଣିଲେ-ପର୍ଯ୍ୟଟକଙ୍କୁ

ପୁରୀ ସମୁଦ୍ରରେ ଗାଧୋଇ ବେଳେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। 

Published By: Tapan Kumar Swain

Last updated: 22 September 2025, 02:01 PM IST

Scroll to Top