ସାମ୍ନାକୁ ଆସିଲା ପିନାକୀ ଓ ମହୁଆଙ୍କ ୱେଡିଂ ରିସେପସନର ଫଟୋ । ବିବାହର ଦୁଇ ମାସ ପରେ ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ହୋଇଛି ବିବାହ ରିସେପସନ୍।
Credit: OTV
Reception
MARRIAGE
ସାମ୍ନାକୁ ଆସିଲା ପିନାକୀ ଓ ମହୁଆଙ୍କ ୱେଡିଂ ରିସେପସନର ଫଟୋ । ବିବାହର ଦୁଇ ମାସ ପରେ ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ହୋଇଛି ବିବାହ ରିସେପସନ୍।
MARRIAGE
ନୂଆଦିଲ୍ଲୀର ହୋଟେଲ ଲଳିତରେ ହୋଇଥିଲା ବିବାହ ଭୋଜିର ଆୟୋଜନ। ନାଲି ରଙ୍ଗର ଶାଢୀରେ ମହୁଆ ମୋଇତ୍ରା ଏବଂ ଧାଳା କୂର୍ତ୍ତାରେ ଦେଖିବାକୁ ମିଳିଥିଲେ ପିନାକୀ ମିଶ୍ର।
MARRIAGE
ରିସେପସନ୍ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଡିନର ଟେବୁଲରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାଜ୍ୟସଭା ସଦସ୍ୟ ରଞ୍ଜିତ ରଞ୍ଜନ ବସିଥିବା ଦେଖିବାକୁ ମିଳିଛି ।
MARRIAGE
ବହୁ ଜାତୀୟ ସ୍ତରର ନେତା ମଧ୍ୟ ବିବାହ ଭୋଜିରେ ଉପସ୍ଥିତ ଥିଲେ। ହେଲେ ଓଡ଼ିଶାରୁ ହାତଗଣତି ନେତା ସାମିଲ ହୋଇଥିଲେ। ସମାଜବାଦୀ ପାର୍ଟି ନେତା ବୀରେନ୍ଦ୍ର ସିଂ ତାଙ୍କ ସୋସିଆଲ ମିଡିଆ ‘X’ରେ ଫଟୋ ପୋଷ୍ଟ କରିଛନ୍ତି।
MARRIAGE





