PM Modi Announces: ମୋଦିଙ୍କ ଦଶହରା ଭେଟି, କାଲିଠୁ ସବୁ ଶସ୍ତା

pm-modi-announces:-ମୋଦିଙ୍କ-ଦଶହରା-ଭେଟି,-କାଲିଠୁ-ସବୁ-ଶସ୍ତା
  • Home
  • Videos
  • National
  • PM Modi Announces: ମୋଦିଙ୍କ ଦଶହରା ଭେଟି, କାଲିଠୁ ସବୁ ଶସ୍ତା

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ ।

Published By: Manasranjan Mohanty

Last updated: 21 September 2025, 06:06 PM IST

Other Videos

ହୋମଗାର୍ଡ ଚାକିରି ପାଇଁ ଆବେଦନ କରିଛନ୍ତି ଉଚ୍ଚ ଶିକ୍ଷିତ । ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍ ଥିବା ବେଳେ ଆବେଦନକାରୀଙ୍କ ଭିତରେ ଅଛନ୍ତି ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ । କେବଳ ସେତିକି ନୁହେଁ ୧୨୫ଟି ପଦବୀ ପୂରଣ ପାଇଁ ପରୀକ୍ଷା କରାଯାଉଥିବା ବେଳେ ଆବେଦନ କରିଛନ୍ତି ୭ ହଜାର ୮୨ ଜଣ ।

Home Guard Jobs

Top stories

Copyright © 2025 – Odisha Television Limited All Rights Reserved.

Scroll to Top