PBKS vs SRH: ୨୧୯ ରନ କରି ବି ହାରିଲା SRH, PBKSର ଧମାକାଦାର ବିଜୟ, ହିରୋ ସାଜିଲେ ଅଧିନାୟକ ଶ୍ରେୟସ

pbks-vs-srh:-୨୧୯-ରନ-କରି-ବି-ହାରିଲା-srh,-pbksର-ଧମାକାଦାର-ବିଜୟ,-ହିରୋ-ସାଜିଲେ-ଅଧିନାୟକ-ଶ୍ରେୟସ

ନ୍ୟୁଚଣ୍ଡିଗଡ଼ର ମଲ୍ଲାନପୁର ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସର ଧମାକାଦାର ବିଜୟ। ଏଠାରେ ଖେଳା ଯାଇଥିବା ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୬ ଓ୍ଵିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି। ମ୍ୟାଚ୍ ବିଜୟରେ ହିରୋ ସାଜିଛନ୍ତି ଅଧିନାୟକ ଶ୍ରେୟସ ଆୟର। ତୃତୀୟ ବିଜୟ ସହ ପଞ୍ଜାବ ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନ ମଜବୁତ କରିଛି। ଅନ୍ୟପଟେ ହାଇଦ୍ରାବାଦ ତୃତୀୟ ପରାଜୟ ଭୋଗିଛି।

Published By: Deepak – Prameya-News7 Bureau | April 11, 2026 07:18 PM

NEWS7

PBKS won by 6 wicket against SRH

IPL 2026: ନ୍ୟୁଚଣ୍ଡିଗଡ଼ର ମଲ୍ଲାନପୁର ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସର ଧମାକାଦାର ବିଜୟ। ଏଠାରେ ଖେଳା ଯାଇଥିବା ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୬ ଓ୍ଵିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି। ମ୍ୟାଚ୍ ବିଜୟରେ ହିରୋ ସାଜିଛନ୍ତି ଅଧିନାୟକ ଶ୍ରେୟସ ଆୟର। ତୃତୀୟ ବିଜୟ ସହ ପଞ୍ଜାବ ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନ ମଜବୁତ କରିଛି। ଅନ୍ୟପଟେ ହାଇଦ୍ରାବାଦ ତୃତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ୭୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୧୯ ରନ କରିଥିଲା। ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ୬୯ ରନ, ପ୍ରିୟାଂଶ ଆର୍ଯ୍ୟଙ୍କ ୫୭ ରନ ଓ ପ୍ରଭସିମରନ ସିଂଙ୍କ ୫୧ ରନ ବଳରେ ସହଜରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।

Updating…

Scroll to Top