ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲିଙ୍କ ଧୂଆଁଧାର ବ୍ୟାଟିଂ।ଛକା-ଚୌକାରେ ଝୁମିଲା ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମ। ଆଇପିଏଲ୍ ୨୦୨୬ର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ୬ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଛି। ଲକ୍ଷ୍ନୌ ସାମ୍ନାରେ ରହିଛି ୨୫୫ ରନର ବିଜୟ ଲକ୍ଷ୍ୟ। ପ୍ରିୟାଂଶ ଆର୍ଯ୍ୟ ୯୩ ରନ କରିଥିବା ବେଳେ କୁପର କନୋଲି ୮୭ ରନ କରିଛନ୍ତି। ୨
Published By: Deepak – Prameya-News7 Bureau | April 19, 2026 09:20 PM
NEWS7
IPL 2026: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲିଙ୍କ ଧୂଆଁଧାର ବ୍ୟାଟିଂ।ଛକା-ଚୌକାରେ ଝୁମିଲା ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମ। ଆଇପିଏଲ୍ ୨୦୨୬ର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ୬ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଛି। ଲକ୍ଷ୍ନୌ ସାମ୍ନାରେ ରହିଛି ୨୫୫ ରନର ବିଜୟ ଲକ୍ଷ୍ୟ। ପ୍ରିୟାଂଶ ଆର୍ଯ୍ୟ ୯୩ ରନ କରିଥିବା ବେଳେ କୁପର କନୋଲି ୮୭ ରନ କରିଛନ୍ତି। ୨୫୪ ରନ ହେଉଛି ଚଳିତ ଆଇପିଏଲର ସର୍ବୋଚ୍ଚ ସ୍କୋର। ଏ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୫୦ ରନ କରିଥିଲା। ମ୍ୟାଚରେ ଯେଉଁଠି ବୋଲରଙ୍କୁ ନିର୍ଧୁମ ପ୍ରହାର ହୋଇଛି ସେଠି ପ୍ରିନ୍ସ ଯାଦବ ଏମିତି ବୋଲର ଥିଲେ ଯିଏ ୪ ଓଭରରେ ମାତ୍ର ୨୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
Updating…




