P

p

ଓଡ଼ିଶାକୁ ପାରାଦୀପ ମାଧ୍ୟମରେ ସମୃଦ୍ଧ କରାଯିବ। ପାରାଦୀପ ଆକାଶପଥ ସହ ଯୋଡ଼ି ହେ‍ବ ବୋଲି ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

author-image

Paradip

Paradip Photograph: (OTV)

ପାରାଦୀପ ସହରରେ ଖୁବଶୀଘ୍ର ହେବ ଏୟାର ପୋର୍ଟ। ଓଡ଼ିଶାକୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ଯୋଜନା ଚାଲିଛି। ଏବେ ପାରାଦୀପ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ। ପାରାଦୀରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହାସହ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ୍ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିଭଳି ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ଲାଗି ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
•    ‘ବନ୍ଦର ନଗରୀରେ ହେବ ବିମାନ ବନ୍ଦର’
•    ପାରାଦୀପ ସହରରେ ଖୁବଶୀଘ୍ର ହେବ ଏୟାରପୋର୍ଟ
•    ଓଡ଼ିଶାକୁ ପାରାଦୀପ ମାଧ୍ୟମରେ ସମୃଦ୍ଧ କରାଯିବ: ମୁଖ୍ୟମନ୍ତ୍ରୀ
•    ‘ପାରାଦୀପ ଖାଲି ଜଳ କି ସ୍ଥଳ ନୁହେଁ, ଆକାଶପଥ ସହ ଯୋଡ଼ି ହେବ’
•    ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
•    ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ୍ କରାଯିବ: ମୁଖ୍ୟମନ୍ତ୍ରୀ
•    ‘ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ’
•    ‘କ୍ରୁଜ ଟର୍ମିନାଲ ପାଇଁ ରାଜ୍ୟ ସରକାର ୫୦୦ କୋଟିର ଅର୍ଥ ବ୍ୟବସ୍ଥା କରିଛନ୍ତି’

Scroll to Top