ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବ୍ରହ୍ମପୁର ପୋଲିସର ପଚରାଉଚରା। କୁରୁପତି ଭୂୟାଁ, ଉମା ବିଷୋୟୀଙ୍କୁ ମଧ୍ୟ ଜେରା କରୁଛି ପୋଲିସ୍।
![]()
/odishatv-khabar/media/media_files/2025/11/05/pitabas-2025-11-05-11-33-00.jpg)
pitabas Photograph: (OTV)
ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ । କୁରୁପତି ଭୂୟାଁ, ଉମା ବିଷୋୟୀ ସମେତ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୋଲିସ ହତ୍ୟା ଗୁମର ଖୋଲିବ। ଗତ ଅକ୍ଟୋବର ୬ ରାତି ୧୦ଟାରେ ପୀତବାସଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏହି ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି । ମାମଲାରେ ବହୁ ବଡ଼ମୁଣ୍ଡଙ୍କ ସଂପୃକ୍ତି ଥିବାରୁ ପୋଲିସ ଘଟଣାରେ ତନ୍ନତନ୍ନ କରି ଯାଂଚ କରି ପ୍ରମାଣ ଯୋଗାଡ଼ କରୁଛି ।
• ପୀତବାସ ହତ୍ୟା: ରିମାଣ୍ଡରେ ୬ଅଭିଯୁକ୍ତ
• ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
• ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବ୍ରହ୍ମପୁର ପୋଲିସର ପଚରାଉଚରା
• କୁରୁପତି ଭୂୟାଁ, ଉମା ବିଷୋୟୀଙ୍କୁ ଜେରା




