P

p

ରାଜ୍ୟରେ ଆବଶ୍ୟକ ଆଳୁ ଗଚ୍ଛିତ ରହିଛି। ବାତ୍ୟା ଭୟରେ ଲୋକେ ଅଧିକ ଆଳୁ କିଣିନେଉଛନ୍ତି। କେଜିଏ ଜାଗାରେ ୫ କେଜି କିଣିନେଉଛନ୍ତି। କଳାବଜାର କଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ।

author-image

Potato

Potato Photograph: (OTV)

ବାତ୍ୟାକୁ ଦେଖି ଆତଙ୍କିତ ହୋଇ କିଣନ୍ତୁ ନାହିଁ ଆଳୁ । ରାଜ୍ୟରେ ଆବଶ୍ୟକ ଅନୁସାରେ ଆଳୁ ଗଚ୍ଛିତ ରହିଛି ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ବଜାରରେ ଆଉ କେଜି ପିଛା ୨୦ ଟଙ୍କାରେ ବିକ୍ରି ହେଉଛି । କିଛି କ୍ଷୁଦ୍ର ବ୍ୟବସାୟୀମାନେ କେଜି ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି କରୁଛନ୍ତି । 
କିଛି ଗ୍ରାହକ ବାତ୍ୟା ଭୟରେ କେଜିଏ ଜାଗାରେ ୫ କେଜି ଆଳୁ କିଣିନେଉଛନ୍ତି । ଫଳରେ କିଛି ଜାଗାରେ ଦୋକାନୀ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଯେଉଁମାନେ କଳାବଜାର କରୁଛନ୍ତି ସେମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛଛନ୍ତି ବ୍ୟବସାୟୀ ସଂଘ ମହାସଚିବ ।

Scroll to Top