O

o

ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି। ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୨ ବିଶିଷ୍ଟ ବ୍ୟକ୍ତି ଚିଠି ଲେଖିଛନ୍ତି। ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା କରାଯାଇଛି।

author-image

RAHUL

RAHUL Photograph: (OTV)

ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି। ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୨ ବିଶିଷ୍ଟ ବ୍ୟକ୍ତି ଚିଠି ଲେଖିଛନ୍ତି। ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା କରାଯାଇଛି।

ସେମାନେ ଚିଠିରେ ଲେଖିଛନ୍ତି, ଲୋକସଭାର ବିପକ୍ଷ ନେତା ବାରମ୍ବାର ECI ଉପରେ ଆକ୍ରମଣ କରୁଛନ୍ତି। କେତେକ ରାଜନୈତିକ ନେତା ଉସୁକାଇବାକୁ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଓ ସାଧନାକୁ ନେଇ ଉଠାଉଛନ୍ତି ପ୍ରଶ୍ନ। ନ୍ୟାୟପାଳିକାର ନିରପେକ୍ଷତାକୁ ସନ୍ଦେହ କରି ମତ ଦେଉଛନ୍ତି।

ସଂସଦ ଓ ତା’ର ସାମ୍ବିଧାନିକ କାର୍ଯ୍ୟକାରିତାକୁ କଳଙ୍କିତ କରିବାର ପ୍ରୟାସ ହେଉଛି। ଗଣତନ୍ତ୍ର ଆଜି ଆକ୍ରମଣର ଶିକାର ହେଉଛି ଓ ଏହାକୁ ନେଇ ସେମାନେ ଗଭୀର ଚିନ୍ତା ପ୍ରକାଶ କରି ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି। … 

ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି
୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୩ ବିଶିଷ୍ଟ ବ୍ୟକ୍ତିଙ୍କ ଚିଠି
ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା
ଗଭୀର ଚିନ୍ତା ପ୍ରକାଶ କରୁଛୁ, ଗଣତନ୍ତ୍ର ଆଜି ଆକ୍ରମଣର ଶିକାର ଲେଖିଲେ
କେତେକ ରାଜନୈତିକ ନେତା ଉସୁକାଇବାକୁ ଭିତ୍ତିହୀନ ଅଭିଯୋଗ କରୁଛନ୍ତି
ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଓ ସାଧନାକୁ ନେଇ ପ୍ରଶ୍ନ କରୁଛନ୍ତି
ନ୍ୟାୟପାଳିକାର ନିରପେକ୍ଷତାକୁ ସନ୍ଦେହ କରି ମତ ଦେଉଛନ୍ତି
ସଂସଦ ଓ ତା’ର ସାମ୍ବିଧାନିକ କାର୍ଯ୍ୟକାରିତାକୁ କଳଙ୍କିତ କରିବାର ପ୍ରୟାସ
ଲୋକସଭାର ବିପକ୍ଷ ନେତା ବାରମ୍ବାର ECI ଉପରେ ଆକ୍ରମଣ କରୁଛନ୍ତି ଲେଖିଲେ

Scroll to Top