O

o

ପ୍ରକାଶ ପାଇଲା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାର ଫଳାଫଳ। କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି ।  ପ୍ରିୟାଂଶୁ ପାଲ୍ OPSC ଟପ୍ପର ହୋଇଛନ୍ତି ।

author-image

opsc

opsc Photograph: (OTV)

 ପ୍ରକାଶ ପାଇଲା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାର ଫଳାଫଳ। କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି ।  ପ୍ରିୟାଂଶୁ ପାଲ୍ OPSC ଟପ୍ପର ହୋଇଛନ୍ତି ।  ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର, ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ସ୍ଥାନ ପାଇଛନ୍ତି ।  ଟପ୍ ଟେନ୍ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା । ୩୯୮ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି । 

ଏଇଠି ଦେଖନ୍ତୁ ପୂରା ତାଲିକା :

Scroll to Top