N

n

ବିହାରରେ NDAକୁ ବଡ଼ ସଫଳତା । ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ।  ପଛରେ ପଡ଼ିଛି ମହାଗଠବନ୍ଧନ । ନିର୍ବାଚନରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ନିରାଶ ।

author-image

bihar

bihar Photograph: (OTV)

ବିହାରରେ NDAକୁ ବଡ଼ ସଫଳତା । ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ।  ପଛରେ ପଡ଼ିଛି ମହାଗଠବନ୍ଧନ । ନିର୍ବାଚନରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ନିରାଶ । ସେପଟେ RJDର ତେଜସ୍ୱୀ ଯାଦବ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ମୈଥିଲି ଠାକୁର ଓ ଜେଡିୟୁର ଅନନ୍ତ କୁମାର ସିଂ ବି ଆଗୁଆ ଅଛନ୍ତି । 

#ତେଜସ୍ୱୀ_ମୈଥିଲି_ଆଗୁଆ
-RJDର ତେଜସ୍ୱୀ ଯାଦବ ଆଗୁଆ
-ବିଜେପି ପ୍ରାର୍ଥୀ ମୈଥିଲି ଠାକୁର ଆଗୁଆ
-ଜେଡିୟୁର ଅନନ୍ତ କୁମାର ସିଂ ଆଗୁଆ#BiharCountingDay#BiharResults2025#BiharVotesCount#BattleForBihar#BiharDecidesToday#BiharMandate2025#BiharElectionResultspic.twitter.com/LJC9uPF2I8

— ଓଟିଭି (@otvkhabar) November 14, 2025

#NDAକୁ_ବଡ଼_ସଫଳତା
-ବିହାରରେ NDAକୁ ବଡ଼ ସଫଳତା
-ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ
-୮୦ରୁ କମ୍ ଆସନ ପାଇ ମହାଗଠବନ୍ଧନ ପଛରେ
-ନିର୍ବାଚନରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ନିରାଶ#BiharCountingDay#BiharResults2025#BiharVotesCount#BattleForBihar#BiharDecidesToday#BiharMandate2025pic.twitter.com/NYDVFnnsJ1

— ଓଟିଭି (@otvkhabar) November 14, 2025

ବିହାର ଫଇସଲା: ସକାଳ ୧୦ଟା ୧୦ ମିନିଟ୍ ସୁଦ୍ଧା ମ୍ୟାଜିକ୍ ନମ୍ୱର ଆଗରେ NDA… #BiharResultsOnOTV#BiharResults2025#BiharPolitics#NDA#MGB#BJP#Congress#RJD#JDU#LJP#JSP#VIP#BiharElections#Election2025#BiharElectionResults#OTV#Biharpic.twitter.com/kr0wNUWHKJ

— ଓଟିଭି (@otvkhabar) November 14, 2025

ବିହାରରେ ଏକଜାଟ୍ ହେବ କି ଏକଜିଟ୍ ପୋଲ ? ମୋଟ୍ ୨ହଜାର ୬୧୬ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା । ବିହାରରେ ଏଥର ଐତିହାସିକ ଭୋଟିଂ ହୋଇଛି। ମୋଟ୍ ୬୬.୯୧ ପ୍ରତିଶତ ମତଦାନ କରିଛି ବିହାର। ଯାହା ୧୯୫୧ ପରଠୁ ସର୍ବାଧିକ। ସେହିପରି ୨୦୨୦ ବିଧାନସଭା ନିର୍ବାଚନ ଅପେକ୍ଷା ୯.୬ ପ୍ରତିଶତ ଓ ୨୦୨୪ ଲୋକସଭା ନିର୍ବାଚନ ଅପେକ୍ଷା ୧୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି ଏଥର। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୫.୦୮ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର ରହିଥିଲା ୬୮.୭୮ ପ୍ରତିଶତ।

ଏଥର ଅଧିକ ସଂଖ୍ୟକ ମହିଳା ବି ଭୋଟ୍ ଦେଇଛନ୍ତି। ମୋଟ୍ ୭କୋଟି ୪୫ ଲକ୍ଷ ଭୋଟରଙ୍କ ଭିତରୁ ମହିଳା ଭୋଟରଙ୍କ ସଂଖ୍ୟା ୩କୋଟି ୫୧ ଲକ୍ଷ ଓ ପୁରୁଷ ଭୋଟ୍ ଦେଇଛନ୍ତି ୩ କୋଟି ୯୩ଲକ୍ଷରୁ ଅଧିକ। ମହିଳାଙ୍କ ଭୋଟ୍ ହାର ରହିଛି ୭୧.୬ପ୍ରତିଶତ ଓ ପୁରୁଷ ଭୋଟ ହାର ୬୨.୮ ପ୍ରତିଶତ ରହିଛି। … 

ବିହାର ଓ ନୂଆପଡ଼ା ନିର୍ବାଚନ: ଆସିଲା ଫଳାଫଳ https://t.co/a1rUKvGo90

— ଓଟିଭି (@otvkhabar) November 14, 2025

Scroll to Top