Murder: ରାଜଧାନୀରେ ଚାଞ୍ଚଲ୍ୟ, ଟ୍ୟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା

murder:-ରାଜଧାନୀରେ-ଚାଞ୍ଚଲ୍ୟ,-ଟ୍ୟାକ୍ସି-ଡ୍ରାଇଭରଙ୍କୁ-ବୀଭତ୍ସ-ହତ୍ୟା
  • Home
  • Videos
  • Crime
  • Murder: ରାଜଧାନୀରେ ଚାଞ୍ଚଲ୍ୟ, ଟ୍ୟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା

ଟ୍ୟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା । ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ମିଳିଲା କାର୍, ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ।

Published By: Chinmayee Sahoo

Last updated: 20 September 2025, 02:25 PM IST

Other Videos

ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ।  ରାଜଧାନୀରେ ଟ୍ୟାକ୍ସି ଚଳାଇ ସେ ଗଲା ଦୁଇ ବର୍ଷ ହେଲା ନିଜ ପରିବାର ପୋଷୁଥିଲେ। ହେଲେ ୪ ଦିନ ତଳେ ସେ କାମକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ।

Murdered in Bhubaneswa

Top stories

Copyright © 2025 – Odisha Television Limited All Rights Reserved.

Scroll to Top