ଆଜି ମାଣ୍ଡିଆ ଦିବସ। ପ୍ରତିବର୍ଷ ନଭେମ୍ବର ୧୦ରେ ପାଳନ ହେଉଛି ମାଣ୍ଡିଆ ଦିବସ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ।
![]()
/odishatv-khabar/media/media_files/2025/11/10/millet-day-2025-11-10-10-14-55.jpg)
Millet Day Photograph: (OTV)
ଆଜି ମାଣ୍ଡିଆ ଦିବସ। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି। ଏହି ଅବସରରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ।
ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ମାଣ୍ଡିଆ ଦିବସ’ରେ ଯୋଗଦେବା ସହିତ ଚାଷୀଙ୍କ ସହିତ ଆଲୋଚନା ଏବଂ କ୍ଷେତ୍ର ପରିଦର୍ଶନ କରିବେ କେନ୍ଦ୍ର କୃଷି ମନ୍ତ୍ରୀ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ମିଶନ ଏବଂ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
• ଆଜି ମାଣ୍ଡିଆ ଦିବସ
• ପ୍ରତିବର୍ଷ ନଭେମ୍ବର ୧୦ରେ ପାଳନ ହେଉଛି ମାଣ୍ଡିଆ ଦିବସ
• ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ
• ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ
• ଚାଷୀଙ୍କ ସହିତ ଆଲୋଚନା ଏବଂ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ




