ଆଶ୍ରମରେ ବାବାଙ୍କ ବ୍ୟାଡ ଟଚ୍ । ନାବାଳିକାକୁ ଅସଦାଚରଣ କରି ବାବା ଗିରଫ। ପୂଜା ଆଳରେ ବାବାଙ୍କ କଳା କାରନାମା ନେଇ ଅଭିଯୋଗ। ନାବାଳିକା ଅସଦାଚରଣ ମାମଲାରେ ମହିମା ବାବ ଗିରଫ।
/odishatv-khabar/media/media_files/2025/10/19/baba-2025-10-19-19-46-52.jpg)
baba Photograph: (OTV)
ଆଶ୍ରମରେ ବାବାଙ୍କ ବ୍ୟାଡ ଟଚ୍ । ନାବାଳିକାକୁ ଅସଦାଚରଣ କରି ବାବା ଗିରଫ। ପୂଜା ଆଳରେ ବାବାଙ୍କ କଳା କାରନାମା ନେଇ ଅଭିଯୋଗ। ନାବାଳିକା ଅସଦାଚରଣ ମାମଲାରେ ମହିମା ବାବ ଗିରଫ। ନନ୍ଦନକାନନ ଥାନା କେନ୍ଦୁପାଟଣାର ଦାଢର ଘଟଣା। ପୂଜା କରିବା ପାଇଁ ଯାଇଥିବା ଜଣେ ନାବାଳିକାକୁ ଅସଦାଚରଣ ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ବାବାଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ। ବାବାଙ୍କ ନା ଅମର ଦାସ । ତାଙ୍କ ନାଁରେ ନାବାଳିକା ଅସଦାଚରଣ ଭଳି ସଙ୍ଗୀନ ଦଫା ଲାଗିଛି। ପୋକ୍ସୋ ମାମଲାରେ କେସ ରୁଜୁ କରି ବାବାଙ୍କୁ ଗିରଫ କରିଛି ପୋଲିସ….
ନାବାଳିକା ଅସଦାଚରଣ: ବାବା ଗିରଫ
ନାବାଳିକା ଅସଦାଚରଣ ଅଭିଯୋଗରେ ଆତ୍ମଘୋଷିତ ବାବା ଗିରଫ
ନନ୍ଦନକାନନ ଥାନା କେନ୍ଦୁପାଟଣା ଅଞ୍ଚଳରୁ ଗିରଫ କଲା ପୋଲିସ
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗିରଫ କଲା ପୋଲିସ
ଆତ୍ମଘୋଷିତ ବାବାଙ୍କ ନାଁରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ




