ଆଜି ଶପଥ ନେବେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ। ଦିନ ୧ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ। ତାଙ୍କୁ ଶପଥ ପାଠ କରାଇବେ ବାଚସ୍ପତି ସୁରମା ପାଢ଼ୀ।
![]()
/odishatv-khabar/media/media_files/2025/11/20/jay-dholakia-2025-11-20-12-17-47.jpg)
Jay Dholakia Photograph: (OTV)
ଆଜି ଶପଥ ନେବେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ। ଆଜି ଦିନ ୧ଟା ବେଳେ ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ।
ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇବେ। ଶପଥ ଗ୍ରହଣ ବେଳେ ବିଜେପି ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହିବେ। ଉପନିର୍ବାଚନରେ ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ ଜୟ। ୮୩ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଥିଲେ।
• ଶପଥ ନେବେ ଜୟ ଢୋଲକିଆ
• ଆଜି ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ
• ଦିନ ୧ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ
• ଶପଥ ପାଠ କରାଇବେ ବାଚସ୍ପତି ସୁରମା ପାଢ଼ୀ
• ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବେ ବିଜେପି ବିଧାୟକ ଓ ମନ୍ତ୍ରୀ
• ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ଜିତିଥିଲେ ଜୟ




