ଆଇପିଏଲ୍ ୨୦୨୬ର ଚତୁର୍ଥ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳା ଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬ ଓ୍ଵିକେଟ୍ ହରାଇ ୧୬୩ ରନ କରି ପାରିଛି। ଦଳର କୌଣସି ବ୍ୟାଟର ଅର୍ଦ୍ଧଶତକ ବି ହାସଲ କରି ପାରି ନାହାନ୍ତି। ଅଧିନାୟକ ଶୁଭମନ ଗିଲ୍ ୩୯ ରନ ଓ ଜୋଶ ବଟଲର ୩୮ ରନ କରିଥିଲେ ହେଁ ଅଧିକ ସମୟ ନେଇଥିଲେ। ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୬୧ ରନର ବିଜୟ ଲକ୍ଷ୍ୟ ରହିଛି।
Published By: Deepak – Prameya-News7 Bureau | March 31, 2026 09:28 PM
NEWS7
ନ୍ୟୁ ଚଣ୍ଡିଗଡ଼: ଆଇପିଏଲ୍ ୨୦୨୬ର ଚତୁର୍ଥ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳା ଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬ ଓ୍ଵିକେଟ୍ ହରାଇ ୧୬୩ ରନ କରିଛି। ଦଳର କୌଣସି ବ୍ୟାଟର ଅର୍ଦ୍ଧଶତକ ବି ହାସଲ କରି ପାରି ନାହାନ୍ତି। ଅଧିନାୟକ ଶୁଭମନ ଗିଲ୍ ୩୯ ରନ ଓ ଜୋଶ ବଟଲର ୩୮ ରନ କରିଥିଲେ ହେଁ ଅଧିକ ସମୟ ନେଇଥିଲେ। ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୬ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ପଞ୍ଜାବ ପକ୍ଷରୁ ବିଜୟ କୁମାର ବୈଶାଖ ୩୪ ରନ ଦେଇ ୩ଟି ଏବଂ ୟୁଜବେନ୍ଦ୍ର ଚହଲ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
Updating…




