ଆଇପିଏଲ୍ ୨୦୨୬ର ପ୍ରଥମ ଦୁଇଟି ମ୍ୟାଚରେ ରନ ବର୍ଷା ହୋଇଥିବା ବେଳେ ତୃତୀୟ ମ୍ୟାଚରେ ନିମ୍ନ ସ୍କୋର ଦେଖିବାକୁ ମିଳିଛି। ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୨୭ ରନରେ ଅଲଆଉଟ୍ ହୋଇଛି। ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୨୮ ରନର ସହଜ ବିଜୟ ଲକ୍ଷ୍ୟ ରହିଛି।
Published By: Deepak – Prameya-News7 Bureau | March 30, 2026 09:22 PM
NEWS7
ଗୌହାଟୀ: ଆଇପିଏଲ୍ ୨୦୨୬ର ପ୍ରଥମ ଦୁଇଟି ମ୍ୟାଚରେ ରନ ବର୍ଷା ହୋଇଥିବା ବେଳେ ତୃତୀୟ ମ୍ୟାଚରେ ନିମ୍ନ ସ୍କୋର ଦେଖିବାକୁ ମିଳିଛି। ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୨୭ ରନରେ ଅଲଆଉଟ୍ ହୋଇଛି। ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୨୮ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଏକଦା ୮୨ ରନରେ ୮ ଓ୍ଵିକେଟ୍ ହରାଇଥିବା ଚେନ୍ନାଇ ଜେମି ଓଭରଟନଙ୍କ ୪୩ ରନ ବଳରେ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ବୋଲିଂରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା, ବର୍ଗର ଓ ଜାଡ଼େଜା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସଞ୍ଜୁ ସାମସନ, ଋତୁରାଜ ଗାଏକ୍ଵାଡ଼ ଓ ଶିବମ ଦୁବେଙ୍କ ପରି ବ୍ୟାଟର ନିରାଶ କରିଛନ୍ତି।
Updating…




