ଆଇପିଏଲ୍ ୨୦୨୬ର ନବମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୧୦ ରନର ବିଶାଳ ସ୍କୋର କରିଛି। ଧ୍ରୁବ ଜୁରେଲ ୭୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଯଶସ୍ଵୀ ଜୟସ୍ଵାଲ ୫୫ ରନ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଆସିଛି ୩୧ ରନ। ସିଜିନିରେ ପ୍ରଥମ ବିଜୟ ପାଇଁ ଗୁଜରାଟ ସମ୍ମୁଖରେ ରହିଛି ୨୧୧ ରନ ଟାର୍ଗେଟ୍।
Published By: Deepak – Prameya-News7 Bureau | April 04, 2026 09:23 PM
NEWS7
GT vs RR IPL 2026: ଆଇପିଏଲ୍ ୨୦୨୬ର ନବମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୧୦ ରନର ବିଶାଳ ସ୍କୋର କରିଛି। ଧ୍ରୁବ ଜୁରେଲ ୭୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଯଶସ୍ଵୀ ଜୟସ୍ଵାଲ ୫୫ ରନ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଆସିଛି ୩୧ ରନ। ସିଜିନିରେ ପ୍ରଥମ ବିଜୟ ପାଇଁ ଗୁଜରାଟ ସମ୍ମୁଖରେ ରହିଛି ୨୧୧ ରନ ଟାର୍ଗେଟ୍।
Updating…




