ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ର କିଛି ହାଇଲାଇଟ୍ସ
Published By: Kirti – Prameya-News7 Bureau | April 09, 2026 09:34 AM
NEWS7
- ମଙ୍ଗଳବାର ଥିଲା IPL 2026 ସିଜିନ୍ ୧୪ ତମ୍ ମ୍ୟାଚ୍
- ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଥିଲା GTvsDC ମ୍ୟାଚ୍
- ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ
- ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଲା ଗୁଜୁରାଟ ଟାଇଟନ୍ସ
- ୨୦ ଓଭରରେ ଦଳ ରଖିଲା ୨୧୦ ରନର୍ ଟାର୍ଗେଟ
- ଦଳ ପକ୍ଷରୁ ଆସିଲା ଗିଲ୍, ବଟଲର, ସୁନ୍ଦରଙ୍କ ଅର୍ଦ୍ଧଶତକ
- ୨୧୧ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା DC
- ପଥୁମ୍ ନିଶାଙ୍କା ଏବଂ କେଏଲ୍ ରାହୁଲ ଖେଳିଲେ ବିସ୍ଫୋରକ ପାରି
- ରାହୁଲ ୫୨ ବଲରେ ସଂଗ୍ରହ କଲେ ୯୨ ରନ୍
- ହାଇସ୍କୋରିଂ ଗେମ୍ରେ ଚାଲିଥିଲା ବିସ୍ଫୋରକ ବ୍ୟାଟିଂ
- ଡେଭିଡ୍ ମିଲର ୨୦ ବଲ୍ରେ ଖେଳିଲେ ୪୧ ରନର୍ ଇନିଂସ
- ଶେଷ ଓଭରରେ ଦରକାର ଥିଲା ୧୩ ରନ୍
- ବିଜୟ ପାଇଁ ୨୦ ଓଭରର ଶେଷ ବଲରେ ଦରକାର ଥିଲା ୨ ରନ୍
- ମ୍ୟାଚ୍ ଡ୍ର କରିବାକୁ ଏକ ରନ୍ ନେବା ସମୟରେ ବ୍ୟାଟର ରନ୍ଆଉଟ୍
- ରୋମାଞ୍ଚକ ମ୍ୟାଚରେ ଟାଇଟନ୍ସ ୧ ରନରେ ହେଲା ବିଜୟୀ




