IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଏହି ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ଵ

ias-ସ୍ତରରେ-ଛୋଟ-ଧରଣର-ଅଦଳ-ବଦଳ,-ଏହି-ଅଧିକାରୀଙ୍କୁ-ମିଳିଲା-ବଡ଼-ଦାୟିତ୍ଵ

ମଙ୍ଗଳବାର ଆଇଏଏସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି। ଏହା ସହ OPTCLର CMD ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ।

Published By: Deepak – Prameya-News7 Bureau | March 31, 2026 10:07 PM

NEWS7

Minor IAS Reshuffle in Odisha

ଭୁବନେଶ୍ଵର: ମଙ୍ଗଳବାର ଆଇଏଏସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି। ଏହା ସହ OPTCLର CMD ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। CEO ଆର ସନ୍ଥ ଗୋପାଳନଙ୍କୁ OSBCL ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ବଲବନ୍ତ ସିଂଙ୍କଠୁ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵରୁ ଅପସାରଣ କରାଯାଇଛି।। ବଲବନ୍ତ ବର୍ତ୍ତମାନ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଅଛନ୍ତି।

Scroll to Top