Home Guard Jobs: ପୋଷ୍ଟ ଗ୍ରାଜୁଏଟ ପାଠକୁ ହୋମଗାର୍ଡ ଚାକିରି, ଆବେଦନ କରିଛନ୍ତି ୭ ହଜାର ୮୨ ଜଣ

home-guard-jobs:-ପୋଷ୍ଟ-ଗ୍ରାଜୁଏଟ-ପାଠକୁ-ହୋମଗାର୍ଡ-ଚାକିରି,-ଆବେଦନ-କରିଛନ୍ତି-୭-ହଜାର-୮୨-ଜଣ
  • Home
  • Videos
  • Jobs
  • Home Guard Jobs: ପୋଷ୍ଟ ଗ୍ରାଜୁଏଟ ପାଠକୁ ହୋମଗାର୍ଡ ଚାକିରି, ଆବେଦନ କରିଛନ୍ତି ୭ ହଜାର ୮୨ ଜଣ

ହୋମଗାର୍ଡ ଚାକିରି ପାଇଁ ଆବେଦନ କରିଛନ୍ତି ଉଚ୍ଚ ଶିକ୍ଷିତ । ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍ ଥିବା ବେଳେ ଆବେଦନକାରୀଙ୍କ ଭିତରେ ଅଛନ୍ତି ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ । କେବଳ ସେତିକି ନୁହେଁ ୧୨୫ଟି ପଦବୀ ପୂରଣ ପାଇଁ ପରୀକ୍ଷା କରାଯାଉଥିବା ବେଳେ ଆବେଦନ କରିଛନ୍ତି ୭ ହଜାର ୮୨ ଜଣ ।

Published By: Manasranjan Mohanty

Last updated: 21 September 2025, 04:58 PM IST

Other Videos

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଆକଟା ଏବଂ ଛତ୍ରପୁର ଗାଁ ମଝିରେ ଥିବା ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ଏଥିରେ ଗୋଦାମ ଘର ଛାତ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଏଥିସହିତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

Explosion in Boudh

Top stories

Copyright © 2025 – Odisha Television Limited All Rights Reserved.

Scroll to Top