
ମାଲକାନଗିରି: ପଲ୍ଲୀରୁ ଦିଲ୍ଲୀ ଗ୍ୟାସ୍ ତାତି । ଯୁଦ୍ଧ ପ୍ରଭାବରେ ହାଟରୁ ହାଣ୍ଡିଶାଳରେ ତାଲା । ହୋଟେଲରେ ଜଳୁନି ଚୁଲି । ତେବେ ଏହାକୁ ନେଇ ବଢିଛି ଚିନ୍ତା । କଂଗ୍ରେସ ସମସ୍ୟା ସମାଧାନ ଲାଗି ବଢିଛି ଅଣ୍ଟା । ଧାନ ମଣ୍ଡି ସମସ୍ୟା ଓ ରନ୍ଧନ ଗ୍…
Gas crisis: ଧାନ ମଣ୍ଡି ସହ ରନ୍ଧନ ଗ୍ୟାସ ସମସ୍ୟା, କଂଗ୍ରେସ କରୁଛି ବନ୍ଦ ପାଳନ




