F

f

ଓଡ଼ିଶାର ଠକ, ରାଜସ୍ଥାନରୁ ଗିରଫ। ରାଜସ୍ଥାନରୁ କୁଖ୍ୟାତ ଠକକୁ ଗିରଫ କଲା ଦିଲ୍ଲୀ CBI। ଓଡ଼ିଶାର ଅଜିତ କୁମାର ପାତ୍ର ନକଲି GST ଅଧିକାରୀ ସାଜି ୧୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା।

author-image

THUG_ARRESTED

THUG_ARRESTED Photograph: (OTV)

ଓଡ଼ିଶାର ଏକ କୁଖ୍ୟାତ ଠକକୁ ଗିରଫ କଲା ଦିଲ୍ଲୀ CBI। ରାଜସ୍ଥାନରୁ ଗିରଫ ହେଲେ ଓଡ଼ିଆ ବ୍ୟକ୍ତି ଅଜିତ କୁମାର ପାତ୍ର। ନକଲି GST ଅଧିକାରୀ ସାଜି 18 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା CBI ଟିମ୍।

ଅଜିତକୁ ଗିରଫ ପରେ ରାଜସ୍ଥାନ, ଓଡିଶା, ଦିଲ୍ଲୀ ସମେତ 20ରୁ ଉର୍ଦ୍ଧ ସ୍ଥାନରେ ଚଢାଉ କରିଛି ସିବିଆଇ। ଚଢାଉ ବେଳେ ତା ନିକଟରୁ 3 କୋଟି 70 ଲକ୍ଷ ନଗଦ ଟଙ୍କା, 1 କେଜିରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ସହ 3ଟି ଦାମୀ କାର ଜବତ ହୋଇଛି।

•    ଓଡ଼ିଶାର ଠକ, ରାଜସ୍ଥାନରୁ ଗିରଫ
•    ରାଜସ୍ଥାନରୁ କୁଖ୍ୟାତ ଠକକୁ ଗିରଫ କଲା ଦିଲ୍ଲୀ CBI
•    ଗିରଫ ବ୍ୟକ୍ତି ଓଡ଼ିଶାର ଅଜିତ କୁମାର ପାତ୍ର
•    ନକଲି GST ଅଧିକାରୀ ସାଜି ୧୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା
•    ୩ କୋଟି ୭୦ ଲକ୍ଷ ଟଙ୍କା, ୧ କେଜିରୁ ଅଧିକ ସୁନା ଜବତ

Scroll to Top