ଚାଲିଗଲେ ପୂର୍ବତନ ବିଧାୟକ ଜର୍ଜ ତିର୍କି । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । କିଛି ମାସ ଧରି ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା । ଟାଣୁଆ ସଂଗଠକ ଓ ଲଢ଼ୁଆ ଆଦିବାସୀ ନେତା ଥିଲେ । ୪ ଥର ବିରମିତ୍ରପୁରରୁ ବିଧାୟକ ।
Published By: Manasranjan Mohanty
Last updated: 20 September 2025, 12:50 PM IST
Other Videos
ମନୋରଂଜନ ଦୁନିଆରେ ପୁଣି ଏକ ଦୁଃଖ। ଚାଲିଗଲେ ପ୍ରଖ୍ୟାତ ଆସାମୀ ଗାୟକ ଜୁବୀନ ଗର୍ଗ। ସିଙ୍ଗାପୁରରେ ଏକ ସ୍କୁବା ଡାଇଭିଂ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ସଂଗୀତ ଶିଳ୍ପ ଶୋକରେ ବୁଡିଯାଇଛି।
Top stories
- I
- Sep 20,2025
- O
- Sep 20,2025
- World War
- Baba Vanga Predictions: ତୃତୀୟ ବିଶ୍ୱଯୁଦ୍ଧ, ଏଲିୟନଙ୍କ ଏଣ୍ଟ୍ରି , ଏଆଇର କବଜା… ୨୦୨୬ ବିଷୟରେ ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ !
- I
- Sep 20,2025















