E

e

ପୂଜା ପାଇଁ ରାଜଧାନୀରେ ଚାଲିଥିଲା ଦେଶୀମଦ ପ୍ରସ୍ତୁତି। ଖବର ପାଇ ଭୁବନେଶ୍ବର ସାଲିଆସାହିରେ ଅବକାରୀ ବିଭାଗ କରିଛି ବଡ଼ ରେଡ୍। ଦେଶୀ ମଦ ଭାଟି ଉପରେ ହୋଇଛି ଅତର୍କିତ ଚଢାଉ।

author-image

Liquor Size

ମଦ ଭାଟି ଉପରେ ରେଡ୍‌ Photograph: (OTV)

ପୂଜା ପାଇଁ ରାଜଧାନୀରେ ଚାଲିଥିଲା ଦେଶୀମଦ ପ୍ରସ୍ତୁତି। ଖବର ପାଇ ଭୁବନେଶ୍ବର ସାଲିଆସାହିରେ ଅବକାରୀ ବିଭାଗ କରିଛି ବଡ଼ ରେଡ୍। ଦେଶୀ ମଦ ଭାଟି ଉପରେ ହୋଇଛି ଅତର୍କିତ ଚଢାଉ। 

ସିକ୍ରେଟ୍ ଚାମ୍ବରରେ ହେଉଥିଲା ମଦ ପ୍ରସ୍ତୁତି। ଆଗରେ ଘର ଆଉ ଭିତରେ ଗୁପ୍ତ ଭାବେ ଥିଲା ମଦ ଭାଟିକୁ ରାସ୍ତା। ଚଢ଼ାଉ କରି ଶହଶହ ଲିଟର ଦେଶୀ ମଦ ଜବତ ସହିତ କୁଇଣ୍ଟାଲ୍ କୁଇଣ୍ଟାଲ୍ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ସେପଟେ ଅବକାରୀ ବିଭାଗକୁ ଦେଖି ଘଟଣାସ୍ଥଳରୁ ଭାଟି ଛାଡି ମାଲିକ ଚମ୍ପଟ ମାରିଛି। 

Scroll to Top