ଆସିଲା ଦମଦାର ଦିୱାଲି ଅଫର୍ । ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ । ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି । ଦୀପାବଳି ପାଇଁ ଦେଶର ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ ।
![]()
ଆସିଲା ଦମଦାର ଦିୱାଲି ଅଫର୍ । ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ । ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି । ଦୀପାବଳି ପାଇଁ ଦେଶର ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ । ୧ ଟଙ୍କାରେ ଗୋଟିଏ ମାସ ପାଇଁ ମାଗଣାରେ ଦେଉଛି ଅନଲିମିଟେଡ୍ କଲ୍ ସୁବିଧା । BSNL ପକ୍ଷରୁ ଦିୱାଲି ବୋନାଞ୍ଜା ନାଁରେ ଆସିଛି ଏହି ଅଫର । ଏଥିରେ ଗ୍ରାହକମାନେ ମାତ୍ର 1 ଟଙ୍କା ଟୋକନ ମନି ଦେଇ ଗୋଟିଏ ମାସ ପାଇଁ ମାଗଣାରେ କଲ୍ ସୁବିଧା ଥିବା ସିମ୍ ସଂଯୋଗ ନେଇପାରିବେ ।




