D

d

କଟକ ଦରଘା ବଜାରରେ ଡବଲ୍ ମର୍ଡର୍। ବାପା ମା’ଙ୍କୁ ଗଳାକାଟି ହତ୍ୟା କଲା ପୁଅ। ଟଙ୍କା ପଇସା କାରବାରକୁ ନେଇ ତଣ୍ଟିକାଟି ହତ୍ୟା ସୂଚନା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର।

author-image

Double Murder

Double Murder Photograph: (OTV)

କଟକରେ ଡବଲ୍ ମର୍ଡର। ବାପା ମା’ଙ୍କୁୁ ଗଳାକାଟି ହତ୍ୟା କଲା ପୁଅ। ଟଙ୍କା ପଇସା କାରବାରକୁ ନେଇ ତଣ୍ଟିକାଟି ହତ୍ୟା କରିଥିବା ସୂଚନା। ଏଭଳି ନୃଶଂସ କାଣ୍ଡ ଘଟିଛି ଦରଘା ବଜାର ଅଞ୍ଚଳ ପୋଲିସ କଲୋନୀରେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଊଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। 
ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପୋଲିସ ଛାନଭିନ୍ କରୁଛି। କଟକ ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ ଚଳାଇଛନ୍ତି। ମୃତକଙ୍କ ନାଁ ଦୀପକ କୁମାର ଦାସ ଏବଂ ରୀତାରାଣୀ ଦାସ। ଦୀପକ ଚୌଦ୍ୱାର ଜେଲର କର୍ମଚାରୀ ହୋଇଥିବା ଜଣାପଡିଛି ।


•    କଟକରେ ଡବଲ୍ ମର୍ଡର୍
•    କଟକ ଦରଘା ବଜାରରେ ଡବଲ୍ ମର୍ଡର୍
•    ବାପା ମା’ଙ୍କୁ ଗଳାକାଟି ହତ୍ୟା କଲା ପୁଅ
•    ଟଙ୍କା ପଇସା କାରବାରକୁ ନେଇ ତଣ୍ଟିକାଟି ହତ୍ୟା ସୂଚନା
•    ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର
•    ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପୋଲିସର ଛାନଭିନ୍

Scroll to Top