ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ। ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଧର୍ମେନ୍ଦ୍ର। ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ହସ୍ପିଟାଲକୁ ଅଣାଯାଇଛି।
/odishatv-khabar/media/media_files/2025/11/01/dharmendra-2025-11-01-17-18-58.jpg)
dharmendra Photograph: (OTV)
ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ। ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଧର୍ମେନ୍ଦ୍ର। ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ହସ୍ପିଟାଲକୁ ଅଣାଯାଇଛି। ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ତଥାପି ସେ ଏକଦମ୍ ‘ଫିଟ୍’। ଅନେକ ସମୟରେ ଟେଲିଭିଜନ୍ ଶୋ’ ଓ ଫିଲ୍ମରେ ନଜର ଆସିଛନ୍ତି ଧର୍ମେନ୍ଦ୍ର। ଅନେକ ସମୟରେ ସେ ରୁଟିନ୍ ଚେକଅପ୍ ପାଇଁ ଯାଇଥିବା ବେଳେ ଏଥର ସ୍ବାସ୍ଥ୍ୟ କିଛିଟା ଅଧିକ ଖରାପ ହୋଇଥିବା ସୂଚନା ମିଳିଛି। ହେଲେ ଏନେଇ ଦେଓଲ ପରିବାର ପକ୍ଷରୁ କୌଣସି ସୂଚନା ଜାରି କରାଯାଇନି।
ଧର୍ମେନ୍ଦ୍ର ଅସୁସ୍ଥ
ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ
ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି
ଛାତିରେ ଯନ୍ତ୍ରଣା ହେବା ପରେ ମେଡିକାଲର ଭର୍ତ୍ତି
ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ




