Cuttack BJD: କଟକ ବିଜେଡିକୁ ଝଟ୍‌କା, ଇସ୍ତଫା ଦେଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂ

cuttack-bjd:-କଟକ-ବିଜେଡିକୁ-ଝଟ୍‌କା,-ଇସ୍ତଫା-ଦେଲେ-ଜିଲ୍ଲା-ମହିଳା-କାର୍ଯ୍ୟକାରୀ-ସଭାପତି-ପୂର୍ଣ୍ଣିମା-ସିଂ

Published By: Ruby – Prameya-News7 Bureau | April 01, 2026 09:45 AM

NEWS7

BJD

କଟକ ୧।୪: କଟକ ବିଜେଡିକୁ ଝଟ୍‌କା । ଦଳ ଛାଡ଼ିଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି । ମହିଳା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂଙ୍କ ଇସ୍ତଫା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳ ମୂଳ ବିଚାରଧାରାରୁ ଦୂରେଇ ଯାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ । ଦଳ ପ୍ରତି ସମର୍ପଣ ଭାବର କିଛି ମୂଲ୍ୟ ନାହିଁ; କର୍ମୀଙ୍କୁ ଅଣଦେଖା ହେଉଛି । ଦଳ ପାଇଁ ସତ କହିଲେ ଅପରାଧୀ ବୋଲି କୁହାଯାଉଛି ।

​​​​​​​

Scroll to Top