CM Mohan Majhi: ବିଧାନସଭାରେ ଭାବବିହ୍ୱଳ ମୁଖ୍ୟମନ୍ତ୍ରୀ

cm-mohan-majhi:-ବିଧାନସଭାରେ-ଭାବବିହ୍ୱଳ-ମୁଖ୍ୟମନ୍ତ୍ରୀ
  • Home
  • Videos
  • Odisha
  • CM Mohan Majhi: ବିଧାନସଭାରେ ଭାବବିହ୍ୱଳ ମୁଖ୍ୟମନ୍ତ୍ରୀ

ବିଧାନସଭା ଆରମ୍ଭରୁ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନିଧନରେ ଶୋକ ପ୍ରସ୍ତାବ ଆଗତ କଲେ ବାଚସ୍ପତି। ବିଧାନସଭାରେ ଜର୍ଜ ତିର୍କୀଙ୍କ ଲାଗି ଶୋକ ବାର୍ତ୍ତା ବେଳେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Published By: Chinmayee Sahoo

Last updated: 20 September 2025, 02:34 PM IST

Other Videos

ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । ୧୨ କୋଟି ୪୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଦିଲ୍ଲୀପଙ୍କୁ ଗିରଫ କରିଛି EOW । ଜମିବାଡ଼ି ଠକେଇ ମାମଲାରେ ଦିଲ୍ଲୀପଙ୍କ ନାଁରେ ରହିଛି । ପଚରାଉଚରା ଓ କାଗଜପତ୍ର ଯାଂଚ ପରେ ଗିରଫ ହୋଇଛନ୍ତି ଦିଲ୍ଲୀପ ।

BJD Leader Arrested

Top stories

Copyright © 2025 – Odisha Television Limited All Rights Reserved.

Scroll to Top