Published By: Ruby – Prameya-News7 Bureau | April 02, 2026 10:52 AM
NEWS7
ପୁରୀ ୨।୪: ଆସନ୍ତା ୨୦ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା । ନରେନ୍ଦ୍ର ସରୋବରରୁ ବାହାରିଲା ୫ଟି ଡଙ୍ଗା । ନନ୍ଦା, ଭଦ୍ରା, ବୈଜୟନ୍ତୀ,ବିମଳା ଓ ମଙ୍ଗଳା୫ଟି ଡଙ୍ଗା କଢ଼ାଯାଇଛି । ଡଙ୍ଗାରେ ଚାପ ଖେଳିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପାଣି ଭିତରେ ପୋତା ହୋଇଥିବା ଡଙ୍ଗା କାଢ଼ିଛନ୍ତି ଭୋଇ ସେବକ ।




