BJD Leader Dillip Nayak: ଦିଲ୍ଲୀପ ନାୟକଙ୍କୁ ଉଠାଇନେଲା EOW

bjd-leader-dillip-nayak:-ଦିଲ୍ଲୀପ-ନାୟକଙ୍କୁ-ଉଠାଇନେଲା-eow
  • Home
  • Videos
  • Odisha
  • BJD Leader Dillip Nayak: ଦିଲ୍ଲୀପ ନାୟକଙ୍କୁ ଉଠାଇନେଲା EOW

ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଘାଣ୍ଟୁଛି EOW । ଜମି ସଂପର୍କିତ ଠକେଇ ମାମଲାରେ ଉଠାଇ ନେଇଥିବା ସୂଚନା । ନିମାପଡ଼ା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ଦିଲ୍ଲୀପ ନାୟକ । ରାଜନୈତିକ ଆକ୍ରୋଶରୁ ଏଭଳି ପଦକ୍ଷେପ କହିଲେ ଦିଲ୍ଲୀପ ।

Published By: Chinmayee Sahoo

Last updated: 20 September 2025, 02:37 PM IST

Other Videos

ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । ୧୨ କୋଟି ୪୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଦିଲ୍ଲୀପଙ୍କୁ ଗିରଫ କରିଛି EOW । ଜମିବାଡ଼ି ଠକେଇ ମାମଲାରେ ଦିଲ୍ଲୀପଙ୍କ ନାଁରେ ରହିଛି । ପଚରାଉଚରା ଓ କାଗଜପତ୍ର ଯାଂଚ ପରେ ଗିରଫ ହୋଇଛନ୍ତି ଦିଲ୍ଲୀପ ।

BJD Leader Arrested

Top stories

Copyright © 2025 – Odisha Television Limited All Rights Reserved.

Scroll to Top